ପାଇଖାନା ଟାଙ୍କିରୁ ବାରହା ଉଦ୍ଧାର

0
339

ବେଗୁନିଆପଡା: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ଗ୍ରାମ ର ପନ୍ଦରା ସାହି ଭାଗ୍ୟ ମହାରଣା ଙ୍କ ପାଇଖାନା ଟାଙ୍କି ରୁ ଏକ ଜଙ୍ଗଲୀ ବାରହା ଉଦ୍ଧାର କରିଛି ସୁମଣ୍ଡଳ ବନ ବିଭାଗ । ପ୍ରାପ୍ତ ସୂଚନା ମୁତାବକ ଆଜି ସକାଳେ ଏକ ଜଙ୍ଗଲୀ ବାରହା କେଉଁ ଆଡୁ ଆସି ଭାଗ୍ୟ ଙ୍କ ପାଇଖାନା ଟାଙ୍କି ରେ ପଡି ଯାଇଥିଲା। ବନ ବିଭାଗ କର୍ମଚାରୀ ମାନେ ଖବର ପାଇ ବାରାହା ଟିକୁ ଉଦ୍ଧାର କରିଥିଲେ ।

ରିପୋର୍ଟ :ଭଞ୍ଜ କିଶୋର ମହାରଣା

LEAVE A REPLY

Please enter your comment!
Please enter your name here