ଭିଜିଲାନ୍ସ ଜାଲରେ ପଞ୍ଚାୟତର ନିର୍ବାହୀ ଅଧିକାରୀ

0
599

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଏହିପରି ଆଉ ଏକ ଘଟଣା ଘଟିଛି ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଖରିଆପୁଟ ପଞ୍ଚାୟତରେ । ପଞ୍ଚାୟତର ନିର୍ବାହୀ ଅଧିକାରୀ ପଞ୍ଚାନନ ପ୍ରଧାନ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଛନ୍ତି ଭିଜିଲାନ୍ସ ହାତରେ । ପ୍ରଭାତ କୁମାର ଭୁୟାଁ ନାମକ ଜଣେ ବ୍ୟକ୍ତିଙ୍କ ମା’ଙ୍କ ଆବାସ ଯୋଜନାରେ ମଞ୍ଜୁର ହୋଇଥିବା ଦ୍ୱିତୀୟ କିସ୍ତି ଅର୍ଥ ପ୍ରଦାନ ପାଇଁ ଲାଞ୍ଚ ଦାବି କରି ଧରାପଡ଼ିଛନ୍ତି ଭିଜିଲାନ୍ସ ଟିମ ହାତରେ । ତାଙ୍କୁ ଅଧିକ ଜେରା କରାଯିବ ବୋଲି ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସପି ଶ୍ରୀ ମାୟାଧର ସ୍ୱାଇଁ ।

LEAVE A REPLY

Please enter your comment!
Please enter your name here