ଗୋଶାଣୀନୂଆଗାଁ ପୋଲିସ ଦ୍ୱାରା ୬କିଲୋ ୨୦୦ଗ୍ରାମ ଗଞ୍ଜେଇ ଜବତ

0
812

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ଅପରାହ୍ନ ପ୍ରାୟ ଘ୪:୩୦ମି ସମୟରେ ଗୋଶାଣୀନୂଆଗାଁ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ୬.୨୦୦ କିଲୋଗ୍ରାମ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜବତ କରିବା ସହ ସମ୍ପୃକ୍ତ ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରିଛି |ଅଭିଯୁକ୍ତ ଦୁଇଜଣ ମୋହନା ଅଞ୍ଚଳର ଜୋହନ ବିଷୋୟୀ ଏବଂ ଜୀନୁ ଅଧିକାରୀ ବୋଲି ପୋଲିସ ତଦନ୍ତରୁ ଜଣାପଡିଛି | ଏହାକୁ ନେଇ ଧାରା ୨୦(ବି)୨B/୨୫ଏନଡ଼ିପିସି ଆକଟ ଅନୁଯାୟୀ କେଶ ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି |

LEAVE A REPLY

Please enter your comment!
Please enter your name here