ଲଛିପୁରରେ ମଶାରୀ ବଣ୍ଟନ ଆରମ୍ଭ

0
272

ବେଗୁନିଆପଡ଼ା(ନ୍ୟୁଜଏକ୍ସଟ୍ରା) ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସାଙ୍କୁଡ଼ା ପଞ୍ଚାୟତ ର ଲଛିପୁର ରେ ମଶାରୀ ବଣ୍ଟନ ଆରମ୍ଭ କାର୍ଯ୍ୟକ୍ରମ କରାଯାଇଛି । ମଶା ଦାଉରୁ ରକ୍ଷା ପାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗ୍ରାମର ସମସ୍ତ ପରିବାରକୁ ପ୍ରାୟ ଦୁଇ ଦିନ ଧରି ଏହି ମଶାରୀ ବଣ୍ଟନ କରାଯିବ। ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ କୁମୁଦିନୀ ମହାପାତ୍ର,ଆଶା କର୍ମୀ ସୁଜାତା ସାହୁ ଓ ଶାନ୍ତିଲତା ପାତ୍ର ପ୍ରମୁଖ ଉପସ୍ଥିତ ରହି 150ରୁ ଉର୍ଦ୍ଧ ମଶାରୀ ବଣ୍ଟନ କରିଥିଲେ ।

ରିପୋର୍ଟ -ଦେବାଶିଷ ମହାରଣା

LEAVE A REPLY

Please enter your comment!
Please enter your name here