ଶେରଗଡ଼ରେ ବିଶ୍ୱ ଜଳ ଦିବସ ପାଳିତ

0
265

ଶେରଗଡ଼(ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ର ବିଭିନ୍ନ ପଂଚାୟତ ରେ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି ଯାହାକି ଶେରଗଡ଼ ବିଡ଼ିଓ ଶ୍ରୀ ସୁରଞ୍ଜନ ସାହୁ, ଜଳ ଓ ପରିମଳ ବିଭାଗ ର କନିଷ୍ଠ ଯନ୍ତ୍ରୀ ଶଶାଙ୍କ ଶେଖର ପାଢ଼ୀ ସବୁ ପଂଚାୟତ peo ଏବଂ olm madam ଶପଥ ପାଠ କରାଇବା ଜଳ କିପରି ସ୍ୱଚ୍ଛ ରହିବ, ଜଳ କିଭଳି ସୁବିନିଯୋଗ କରିବା ତାହାଉପରେ ସଚେତନ କରାଇଇଥିଲେ

ରିପୋର୍ଟ :ଜଗନ୍ନାଥ ସାହୁ

LEAVE A REPLY

Please enter your comment!
Please enter your name here