ଡ଼ାକବଜା ପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ

0
261

ଧରାକୋଟ(କାଳୁ ଚରଣ ମହାପାତ୍ର)ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ ଅନ୍ତର୍ଗତ ଡାକବଜା ଗ୍ରାମର ଜମ୍ବୁ ସ୍ବାଇଁ ସ୍ୱାମୀ-ଦଣ୍ଡପାଣି ସ୍ବାଇଁ ଗତକାଲି ସକାଳ ସମୟରେ ପୋଖରୀ ପାଣିରେ ବୁଡି ଯାଇଥିଲେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଧରାକୋଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଏହି ଖବର ଶୁଣିବା ମାତ୍ରେ 60 No Zone ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଗଦାଧର ସ୍ୱାଇଁ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପଠାଇବା ନିମନ୍ତେ ସମ୍ପୂର୍ଣ୍ଣ ସହାୟତା ଯୋଗାଇଦେବା ସହ ସରକାରଙ୍କ ସମସ୍ତ ଯୋଜନା ତାଙ୍କ ପରିବାରକୁ ମିଳିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ।

LEAVE A REPLY

Please enter your comment!
Please enter your name here