କାଳଷଣ୍ଢପୁର ପଞ୍ଚାୟତରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ।

0
307

ଆସିକା (ଜଗନ୍ନାଥ ସାହୁ ) ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କାଳଷଣ୍ଢପୁର ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଛି ପରିମଳ ସଚେତନତା କାର୍ଯ୍ୟକ୍ରମ।ସ୍ବଚ୍ଛତା ଉପରେ ସରକାର ଅଧିକ ଗୁରୁତ୍ବ ଦେଉଥିବା ବେଳେ ପଞ୍ଚାୟତର କିଛି ମହିଳା ନେତ୍ରୀ,ଅଙ୍ଗନୱାଡି କର୍ମୀ ଏବଂ ପଞ୍ଚାୟତ କର୍ମଚାରୀ ଉପସ୍ଥିତ ଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ସରପଞ୍ଚ ଧନମାଳୀ ଶୀୟ ପରିଚାଳନା କରିଥିବା ବେଳେ,ସି ଆର ସିି ସି ମନୋରଞ୍ଜନ ପାଢୀ,ଜି କେ ଏସ ସଭ୍ୟ ଘନଶ୍ୟାମ ନାହାକ,କାଳୁଚରଣ ପାତ୍ର,କିରଣ ନାହାକ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୀପକ ପ୍ରଧାନ, ଅଂଗନୱାଡୀ କର୍ମୀ ଗାୟତ୍ରୀ ପଣ୍ଡା,ମିନର୍ଭା ପଣ୍ଡା ସମେତ ବହୁ ମହିଳା ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here