ଆସିକା ତହସିଲରେ ଦ୍ବିତୀୟ ଥର ପାଇଁ ଟୀକାକରଣ ପ୍ରକ୍ରିୟା ଜାରି ।

0
297

ଆସିକା (ଜଗନ୍ନାଥ ସାହୁ )ଆସିକାରେ ଦ୍ବିତୀୟ ପର୍ଯ୍ୟାୟ ଟିକା କରଣ ପକ୍ରିୟା ଜାରି।ଆସିକା ତହସିଲ ଅଫିସ ପରିସରରେ ଦ୍ବିତୀିୟ ଥର ପାଇଁ କୋଭିଡ ଟୀକା କରଣ ପକ୍ରିୟା ଜାରି ରହିଛି।ପ୍ରଥମ ପର୍ଯ୍ୟାୟରେ ତାଲିକା ଅନ୍ତର୍ଭୁକ୍ତ ସମସ୍ତ କର୍ମଚାରୀ ଓ କରୋନା ଯୋଦ୍ଧା ମାନଙ୍କୁ ଦ୍ବୀତିୟ ଥର ପାଇଁ ଉକ୍ତ ଟୀକାକରଣ ପକ୍ରିୟା ଜାରି ରହିଛି।

LEAVE A REPLY

Please enter your comment!
Please enter your name here