ଭାଲିଆଝର ଗ୍ରାମର ଯୁବ ସମାଜସେବୀ ଅମିୟଙ୍କ ଅକାଳ ବିୟୋଗ

0
389

ବେଗୁନିଆପଡା(ଦେବାଶିଷ ମହାରଣା) ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତ ଭାଲିଆଝର ଗ୍ରାମର ଜଣେ ପରୋପକାରୀ ଯୁବକଙ୍କ ମୁର୍ତ୍ୟୁ ରେ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି |ସୂଚନା ଅନୁଯାୟୀ ସ୍ଵର୍ଗତ ଅଭିମନ୍ୟୁ ବାରିକ ଙ୍କ ପୁତ୍ର ଅମିୟ କୁମାର ବାରିକଙ୍କର(୩୧) ଶୁକ୍ରବାର ଅକାଳ ବିୟୋଗ ଘଟିଛି। ଗତ କିଛିଦିନ ହେଲା ତାଙ୍କର ଦେହ ଅସୁସ୍ଥ ଥିଲା। ଆଗରୁ ତାଙ୍କ ପିତା ମାତା ଙ୍କ ଦେହାନ୍ତ ହୋଇଯାଇଛି । ଘରେ ତାଙ୍କର ପତ୍ନୀ ଏବଂ ଏକମାତ୍ର ପୁଅ ଅଛନ୍ତି। ତାଙ୍କ ଶେଷକୃତ୍ୟ ନିଜ ଗାଁ ରେ ସମ୍ପନ୍ନ ହୋଇଛି । ତାଙ୍କ ଦେହାନ୍ତ ରେ ଅଞ୍ଚଳବାସୀ ଙ୍କ ଗଭୀର ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here