ସରକାରଙ୍କୁ ସାହାଯ୍ୟର ହାତ ବଢ଼ାଇଲା ବେଗୁନିଆପଡା କଳିଙ୍ଗ ବୈଶ୍ୟ ମହାସଂଘ

0
331

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ସ୍ଥିତ କଳିଙ୍ଗ ବୈଶ୍ୟ ମହାସଂଘ (କୁମୁଟି କୁଳ) ତରଫରୁ କରୋନା ମୁକାବିଲା ଲାଗି ସରକାରଙ୍କୁ ଦୁଇ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି l ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଏକ ଲକ୍ଷ ଲେଖାଏଁ ଆନ୍ଧ୍ର ବ୍ୟାଙ୍କ ଦ୍ୱାରା NEFT ମାଧ୍ୟମରେ ପଠାଯାଇଥିବା ଜଣାପଡିଛି l ଏହାକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି l

LEAVE A REPLY

Please enter your comment!
Please enter your name here