ଟ୍ଵିଙ୍କେଲ ଫେସନ ଏକାଡେମିର ମିଷ୍ଟ୍ରର ଏଣ୍ଡ ମିସେସ ଗଂଜାମ ସିଜନ ୨ ପ୍ରତିଯୋଗିତା ଅନୁଷ୍ଠିତ

0
293

ବ୍ରହ୍ମପୁର() ଟ୍ଵିଙ୍କେଲ ଫେସନ ଏକାଡେମି ତରଫରୁ ମିଷ୍ଟ୍ରର ଏଣ୍ଡ ମିସେସ ଗଂଜାମ ସିଜନ ୨ ପ୍ରତିଯୋଗିତାର ଫାଇନାଲ୍ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ପରିଚାଲିକା ଟ୍ଵିଇ କେଲ ଗମାଙ୍ଗ ନେତୃତ୍ବ ନେଇଥିବା ବେଳେ ମୁଖ୍ୟ ଅତିଥି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ,ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ , ପୁର୍ବତନ ବିଡିଏ ଅଧକ୍ଷ ସୁବାଷ ମହାରଣା , ବିଜେଡି ନେତା ସଂଜୀତ ପାଣିଗ୍ରାହୀ ,ବରିଷ୍ଠ ସାମ୍ବାଦିକ ଓ କଳାକାର ସୁଦୀପ କୁମାର ସାହୁ ଓ ଅନନ୍ୟ ଅତିଥି ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here