ତେନ୍ତୁଳୀଖୁଣ୍ଟି ବ୍ଲକ ଠାରେ ଅଙ୍ଗନବାଡି ସଂଘ ତରଫରୁ ୧୨ ଦଫା ଦାବୀପତ୍ର ପ୍ରଦାନ

0
337

ନବରଙ୍ଗପୁର(ନ୍ୟୁଜ ଏକ୍ସଟ୍ରା)ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଠାରେ ଅଙ୍ଗନବାଡି ସଂଘ ତରଫରୁ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ପଦ୍ମନାଭ ତ୍ରିପାଠୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।ଏହି ଦାବିପତ୍ର ରେ ଅଙ୍ଗନବାଡି କର୍ମୀ ଓ ସହାୟିକା ଙ୍କ ବିଭିନ୍ନ ସମସ୍ୟା କୁ ରାଜ୍ୟ ସରକାର ଙ୍କ ଉଦ୍ଦେଶ୍ୟ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମଜଦୁର୍ ସଙ୍ଘ ସାଧରଣ ସମ୍ପାଦକ ଶ୍ରୀ ପରମେଶ୍ବର ବିଷୋୟୀ, ଜିଲ୍ଲା ସାଧରଣ ସମ୍ପାଦିକା ସାଧ୍ୟରାଣୀ ବିଶ୍ୱାଳ, ବ୍ଲକ ଶୋଭାନେତ୍ରୀ ହେମଲତା ନାୟକ ,ବ୍ଲକ ସମ୍ପାଦିକା ବିଳାସିନି ରାଜୁ ଓ ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here