ଗୋପାଳପୁର ପୋଲିସ ଦ୍ୱାର ସଡକ ସୁରକ୍ଷା ସପ୍ତାହ ପାଳିତ

0
279

ଗୋପାଳପୁର(ଶଙ୍କର ରଣା)ରାଜ୍ୟ ସଡକ ସୁରକ୍ଷା ସପ୍ତାହ ଗତକାଲି ଗୋପାଳପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସକାଳେ କିଛି ଅମାନିଆ ଗାଡି ଚାଳକ ଙ୍କୁ ଗୋଲାପ ଦେଇ ଏବଂ ଯମରାଜ ଅଭିନୟ କରୁଥିବା ବ୍ୟକ୍ତିଙ୍କ ଦ୍ଵାରା ସଚେତନତା ବାର୍ତ୍ତା ଦିଆଯିବା ସହ ସନ୍ଧ୍ଯାରେ ଏକ ପୌରାଣିକ ନାଟକ ସୁଭଦ୍ରା ପରିଣୟ ମଞ୍ଚସ୍ଥ କରି ସଚେତନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସଦର Sdpo ଜୟନ୍ତ ମହାପାତ୍ର, ଗୋପାଳପୁର୍ ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ, ଗୋପାଳପୁର ଏନଏସି ଅଧ୍ୟକ୍ଷ ଉମାକାନ୍ତ ସେଠି, ଶଶି ଭୂଷଣ ମହାନ୍ତି,ଗୋପାଲପୁର କଲେଜ ଅଧ୍ୟକ୍ଷ ରାମଚନ୍ଦ୍ର ଜେନା, s ଧର୍ମ ରାଜୁ ରେଡ୍ଡୀ, ଜୟ ଚନ୍ଦ୍ର ମଲ୍ଲିକ,ହେମକାନ୍ତ ଛତ୍ରୀଆ ପୁରୁଷୋତ୍ତମ ପାଇକ, ଅଜୟ ଶତପଥୀ, ପଞ୍ଚୁ ବେହେରା ଗଗନ ପାଢୀ, k ମଧୁ, ଆନିଶ ଖାନ୍, ରଞ୍ଜନ ପାଣି ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here