ଆଦିବାସୀ କଳାକୁ ବଞ୍ଚାଇଲେ

0
263

ଝରିଗାଁ (ଭୋଦେବ ଗୌଡ଼) କଳାକାର. ନୂତନ ନାଟକ ଟିକୁ ଉଦଘାଟନ କଲେ ଜିଲ୍ଲା ସଭାପତି. ଅଦ୍ୟ ତାରିଖ 20.01.21ବୁଧବାର ଦିନ ଝରୀଗାଁ ବ୍ଲକ ପାଳିଆ ଗ୍ରାମପଞ୍ଚାୟତ ସାନ ରାମସା ଗ୍ରାମ ଠାରେ ଭୀମଗୁରୁ ଙ୍କ ରଚିତ ମହାନ ପୌରାଣିକ ଗୀତ ନାଟ୍ୟ. ବାବାଜୀ ହଇଛି ପ୍ରେମ ପାଗଳ। ଏହି ନାଟ କଟିରେ ମୁଖ୍ୟ ଅତିଥି ଭାବରେ ପାଳିଆ ସରପଞ୍ଚ ଶ୍ରୀଯୁକ୍ତ ନୀଳାମ୍ବର ସାନ୍ତାସଂମ୍ମାନିୟ ଅତିଥି ଶ୍ରୀଯୁକ୍ତ ମହେଶ୍ୱର ଭତରା.. ଓ. ଶାବର ଶ୍ରୀକ୍ଷେତ୍ର ଦେଶିଆ ନାଟ୍ୟ ଗୁରୁ ସଙ୍ଗ ନବରଙ୍ଗପୁର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପେଣ୍ଡାପ୍ରସାଦ ନାୟକ. ରାଇଘର ବ୍ଲକ ସଭାପତି. ସହଦେବ ବାଘ. ଉମେରକୋଟ ବ୍ଲକ ସଭାପତି. ସୀମା ଞ୍ଚଳ. ନାହାକ. ଝରୀଗାଁ ବ୍ଲକ ସମ୍ପାଦକ. ଲଷ୍ମୀନାରାୟଣ ଗାଣ୍ଡା ଯୋଗ ଦାନ ଦେଇଥିଲେ. ଦର୍ଶକ ଭାଇ ଭଉଣୀ. ଓ କଳାକାର ମାନଙ୍କୁ ଉତ୍ସାହିତ କରାଇଥିଲେ କଳାକାର ମାନଙ୍କୁ ଗ୍ରାମବାସୀମାନେ ଉପଡ଼କନ ଦେଇ ସ୍ୱାଗତ ଜଣାଇଥିଲେ ସର୍ବ ଶେଷରେ ସୁରେନ୍ଦ୍ର ଦୁର୍ଗା ଧନ୍ୟବାଦ ଦେଇ ସଭାସାଙ୍ଗ କରାଗଲା ପରିଶେଷରେ ନାଟକ ଟି ଆରମ୍ଭ କରାଗଲା ଦର୍ଶକ ଭାଇଭଉଣୀ ମାନେ ରାତିସାରା ଦେଖି ସକାଳ ପର୍ଯ୍ୟନ୍ତ ଆନନ୍ଦ ଉପଭୋଗ କଲେ।

LEAVE A REPLY

Please enter your comment!
Please enter your name here