ସାଢ଼େ ୪ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

0
267

ବ୍ରହ୍ମପୁର()ବ୍ରହ୍ମପୁର ମେଡିକାଲ କଲେଜ ଖେଳ ପଡ଼ିଆରୁ ଜଣେ ବ୍ରାଉନ ସୁଗାର ବ୍ୟବସାୟୀଙ୍କୁ ଧରିଲା ଅବକାରୀ ବିଭାଗ । ଗିରଫ ବ୍ରାଉନ ସୁଗାର ବ୍ୟବସାୟୀ ମଦନମୋହନ ଶବର । ତାଙ୍କ ନିକଟରୁ ୪୫ ଗ୍ରାମ ଓଜନର ବ୍ରାଉନ ସୁଗର ଜବତ ହୋଇଛି
ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ୫୦ ହଜାର ହେବ । ଯୁବକଙ୍କ ଘର ଖଲ୍ଲିକୋଟ ବାଦପଲ୍ଲୀ ଅଞ୍ଚଳରେ ହୋଇଥିବାବେଳେ ସେ ଆଙ୍କୁଲି ନିଗମ ନଗର ଅଞ୍ଚଳରେ ରହୁଥିଲେ । ଅବକାରୀ ବିଭାଗ ଅଭିଯୁକ୍ତ ଯୁବକଙ୍କ ଘରକୁ ଯାଇ ଯାଞ୍ଚ କରିଛିଏଥି ସହ ଅଧିକ ପଚାରଉଚରା ଜାରି ରହିଛି।

LEAVE A REPLY

Please enter your comment!
Please enter your name here