ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ସହିଦ ମୀନାର ପରିଦର୍ଶନ

0
365

ଡାବୁଗାଁ(ଗଗନ ଗନ୍ତାୟତ) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି କୋରପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଆଜି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିସ୍ଥିତ ପ୍ରସିଦ୍ଧ ସହିଦ ମୀନାରକୁ ପରିଦର୍ଶନ କରିଛନ୍ତି । ସହିଦ ମୀନାରିରେ ଥିବା ମହାମାନବଙ୍କ ପ୍ରତିମୂରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସହିଦ ମୀନାର ଐତିହ୍ୟ ସମ୍ପର୍କରେ ଅବଗତ ହେବା ସହ ଖୁସି ବ୍ୟକ୍ତ କରିଥିଲେ । ସାଂସଦଙ୍କ ଗସ୍ତ ବେଳେ ଜିଲ୍ଲା କଂଗ୍ରେସ ସଭାପତି ମନରଞ୍ଜନ ତ୍ରିପାଠୀ , ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ , ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅଖିଳ ଭତରା , ବ୍ଲକ ସଭାପତି ଶ୍ରୀକାନ୍ତ ମିଶ୍ର , ଶିବ ପ୍ରସାଦ ଅଗ୍ରୱାଲଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here