କାଳିମେଘି-ଜାଗିଲିପଦର ସରକାରୀ ହାଇସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳିତ

0
339

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କାଳିମେଘି-ଜାଗିଲିପଦର ସରକାରୀ ହାଇସ୍କୁଲରେ 72ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ଶିକ୍ଷକମାନଙ୍କ ଗହଣରେ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ଜେନା ଜାତୀୟ ପତାକା ଉତ୍ତୋଳନ କରିବା ପୂର୍ବକ ଜାତି ଉଦେଶ୍ୟରେ ନିଜର ବିବୃତି ପ୍ରଦାନ କରିଥିଲେ l ସମସ୍ତେ ଜାତୀୟ ସଂଗୀତ ଗାନ କରି ଭାରତମାତାଙ୍କ ବୀର ସନ୍ତାନ ମାନଙ୍କ ସ୍ମୁତିଚାରଣ କରିଥିଲେ l 

LEAVE A REPLY

Please enter your comment!
Please enter your name here