ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହିଳାଙ୍କ ପରିବାରକୁ ବ୍ରହ୍ମପୁର ବିଧାୟକଙ୍କ ଆର୍ଥିକ ସହାୟତା

0
272

ବ୍ରହ୍ମପୁର()ଆଜି ବିଶ୍ଵ ଯୁବ ଦିବସ ଅବସରରେ ତିନି ଦିନ ତଳେ ଗାଡି ଧକ୍କାରେ ପ୍ରାଣ ହରାଇଥିବା ପପି ସାହୁ ନାମକ ମହିଳାଙ୍କ ପରିବାରକୁ ବିଧାୟକଙ୍କ ତରଫରୁ ମହାନଗର ଯୁବ ସଭାପତି ଅଜିତ୍ କୁମାର ପଣ୍ଡା ଙ୍କ ନେତୃତ୍ଵରେ ଯୁବ ସମ୍ପାଦକ ଭଗବାନ ସାହୁ, ଆଇ ଟି କୋଡ଼ିନେଟର ଅସିତ୍ କୁମାର ସାବତ ତଥା ବିଜୁ ଜନତା ଦଳର ଯୁବ ନେତା ବାବୁଲା ଦାସ ମିଶିକରି ଆର୍ଥିକ ସହାୟତା କରିଥିଲେ , ତତ୍ ସଙ୍ଗେ ସଙ୍ଗେ ଉପଜିଲ୍ଲାପାଳ ଙ୍କ ସହ ଯୋଗାଯୋଗ କରି ରେଡ୍ କ୍ରସ ତରଫରୁ ମଧ୍ୟ ଆର୍ଥିକ ସହାୟତା କରିବାର ପ୍ରତିଶ୍ରୁତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here