ଆସିକା ଠାରେ ନୂତନ ରାଜସ୍ବ ଉପଖଣ୍ଡ କାର୍ଯ୍ୟାଳୟ ସ୍ଥାପନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର

0
382

ଆସିକା(ଜଗନ୍ନାଥ ସାହୁ) ଗଞ୍ଜାମ ଜିଲ୍ଲା ଆସିକାକୁ ନୂତନ ରାଜସ୍ବ ଉପଖଣ୍ଡର ମାନ୍ୟତା ଦେବା ପାଇଁ ଆଜି ଭାରତୀୟ ବିକାଶ ପରିଷଦ (ଓଡିଶା),ଆସିକା ଓକିଲ ସଂଘ ଓ ସମାଜ ସେବୀ ମାନେ ଏକାଠି ହୋଇ ,ଆସିକା ତହସିଲି କାର୍ଯ୍ୟାଳୟ ସମୁଖରର ବିକ୍ଷୋଭ ପ୍ରଦଶନ କରିବା ସହ ଭାରତୀୟ ବିକାଶ ପରିଷଦର ସଭାପତିଙ୍କ ନେତୃତ୍ୱରେ ତହସିଲଦାରଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ଯଦି ଆଗାମୀ ଦିନରେ ଆସିକା ଠାରେ ରାଜସ୍ବ ଉପଖଣ୍ଡ କାର୍ଯ୍ୟାଳୟ ସ୍ଥାପନ କରାନଯାଏ ତେବେ ଆନ୍ଦୋଳନକୁ ତୀବ୍ର କରିବାକୁ କହିଛନ୍ତି ସଂଘର ସଦସ୍ୟ ମାନେ ।

LEAVE A REPLY

Please enter your comment!
Please enter your name here