ଭାରତୀୟ ଜନତା ପାର୍ଟି ପକ୍ଷରୁ ଆସିକା ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରଶିକ୍ଷଣ ଶିବିର

0
370

ଆସ୍କା(ଜଗନ ପଣ୍ଡା)ଭାରତୀୟ ଜନତା ପାର୍ଟି ପକ୍ଷରୁ ଆସିକା ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରଶିକ୍ଷଣ ଶିବିର ମୁନୀଗାଡି ସ୍ଥିତ ଉଛେବଶ୍ଵର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରଶିକ୍ଷଣ ଶିବିର ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ଚର୍ଚ୍ଚୀଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ଏହି ପ୍ରଶିକ୍ଷଣ ଶିବିର ୧୦ ଟି ବିଷୟ ଉପରେ ଆଲୋଚନା ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଦେବରାଜ ମାହାନ୍ତି ,ଭାରତୀୟ ଜନତା ପାର୍ଟି କାର୍ଯ୍ୟକାରି ସଭାପତି ସୂର୍ଯ୍ୟନାରାୟଣ ଦାଶ, ଅରୁଣ ପଣ୍ଡା, ପ୍ରଶିକ୍ଷଣ ପ୍ରଭାରୀ ପବିତ୍ର ନାୟକ, ନାରାୟଣ ବେହେରା, ଦୂର୍ଗା ଚରଣ ପଟ୍ଟନାୟକ, ସୁଶାନ୍ତ ରାଉତ,ଵିଦ୍ୟାନ୍ତ ଚର୍ଚ୍ଚି, ରବିନ୍ଦ୍ରନାଥ ପୋଲାଇ,ସରୋଜ ଭଞ, ଏବଂ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here