ଜୁଆ ଆଡା ଉପରେ ତାରସିଂ ପୋଲିସର ଚଢ଼ାଉ ; ୬ ଜୁଆଡି ଗିରଫ

0
567

ଭଞ୍ଜନଗର (ନିଲୁ ବିଷୋୟୀ ) ଗଂଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ଜାଡ଼ଧାର ଗ୍ରାମ ନିକଟସ୍ଥ ଏକ ନଦୀହୁଡାରେ ଚାଲିଥିବା ଏକ ଜୁଆ ଆଡା ଉପରେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ସେଠାରେ ଚଢ଼ାଉ କରି ୬ ଜଣ ଜୁଆଡି ଙ୍କୁ ଗରିଫ କରିଛି। ଏଥି ସହିତ ସେମାନେଙ୍କ ଠାରୁ ନଗଦ ୧୦ ହଜାର ୫୦୦ ଟଙ୍କା ଓ ୩ ଟି ମୋଟର ସାଇକେଲ ଜବତ କରାଯାଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି

LEAVE A REPLY

Please enter your comment!
Please enter your name here