ନିର୍ଭୟ କଢି କାର୍ଯ୍ୟକ୍ରମ

0
329

ହିଂଜିଲିକାଟୁ(ହିମାଂଶୁ ବେହେରା)ହିଞ୍ଜିଳିକାଟୁ ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଆଜି ବ୍ଲକସ୍ତରୀୟ ନିର୍ଭୟ କଢି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ସିଡିପିଓ ଶୁଭଶ୍ରୀ ପାତ୍ର ଅଧକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ବିଡ଼ିଓ ପ୍ରଶନ୍ନ କୁମାର ପାତ୍ର ଓ ସମ୍ମାନୀତ ଅତିଥିଭାବେ ଥାନା ଅଧିକାରୀ ଅଭିମନ୍ୟୁ ଦାସ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମ ମଧ୍ୟରେ 18ବର୍ଷ ରୁ କମ ଝିଅ ବାହାଘର ହେଲେ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ଏବଂଆଗମୀ ଦିନ ଏକ କମିଟି ଗଠନ କରି ସୂଚନା ଦେଉଥିବା ଙ୍କୁ 500ହଜାର ଟଙ୍କା ପରସ୍କାର ଦିଅଯିବ l ଏହି କାର୍ଯ୍ୟକ୍ରମ ରେ ମହିଳାଓ ଶିଶୁ ବିକାଶ ବିଭାଗ ର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here