୪୮ଏକର ଜମିର ଗଞ୍ଜେଇ ଗଛ ନଷ୍ଟ କଲା ଅଡବା ପୋଲିସ

0
275

ଗଜପତି(ଅଂଶୁମାନ ପଣ୍ଡା)ଗଜପତି ଜିଲ୍ଲା ଏସପି ଶ୍ରୀ ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଅଡବା ଥାନା ଅଧିକାରୀ ଆନନ୍ଦ କୁମାର ପାତ୍ର ଙ୍କ ତତ୍ଵଅଵଦାନରେ ଗୁଲୁବା ପଞ୍ଚାୟତ ରାମପୁରଗାଁ ନିକଟସ୍ଥ ୪୮ଏକର ଜଙ୍ଗଲ ଜମିରେ ବେଆଇନ ଭାବେ ଗଞ୍ଜେଇ ଚାଷ କୁ ନଷ୍ଟ କରାଯାଇଛି।ଏହି ଛଡାଉରେ ଏସ୍ଡିପିଓ ଦିଲିପ କୁମାର ନାୟକ ତସିଲିଦାର କଲ୍ୟାଣି ସଙ୍ଘ ମିତ୍ରା ଦେବୀ, ଅବକାରୀ ବିଭାଗ, ବନବିଭାଗ ଅଡବା ପୋଲିସ ମିଳିତ ରେ ଆନୁମାନିକ ୯କୋଟି ଟଙ୍କା ର ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରା ଯାଇଛି।

LEAVE A REPLY

Please enter your comment!
Please enter your name here