ଯାତ୍ରୀବାହୀ ବସ ସହ ହେଲା ମାଲ୍ ବୋଝେଇ ଟ୍ରକର ମୁହାଁମୁହିଁ ଧକ୍କା ଅଳ୍ପକେ ବର୍ତିଲେ ଯାତ୍ରୀ

0
424

ଆସ୍କା(ଜଗନ ପଣ୍ଡା)ଆଜି ସକାଳ ୯.୩୦ରେ ଆସିକା ବଡ଼ ନଦୀରେ ଅବସ୍ଥିତ ବ୍ରିଜ୍ ଠାରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି।ଆସିକା ପଟୁ ଯାଉଥିବା ଏକ ମାଲ୍ ବୋଝେଇ ଟ୍ରକ ସହ ଭୁବନେଶ୍ୱର ରୁ ଆସୁଥିବା ଆୟୁଷ୍ମାନ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ର ମୁହାଁମୁହିଁ ଧକ୍କା ହୋଇଛି।ଘଟଣା ସ୍ଥଳରେ ଆସିକା ପୋଲିସ ବାହିନୀ ପହଂଚି ଆହତ ମାନଙ୍କୁ ଆସିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କୁ ନେଇଛି।ସୂଚନା ସଂଗ୍ରହ ସୁଦ୍ଧା ଟ୍ରକ ଚାଳକ ଓ ବସ ଚାଳକ ଅଧିକ ଗୁରୁତର ଥିବାର ଜଣାପଡିଛି।ହେଲେ କୌଣସି ଯାତ୍ରୀ ଆହତ ହୋଇନଥିବା ବେଳେ ବଡ଼ ଶଙ୍ଖ ଉପରେ ସହ ସହ ମାତ୍ରାରେ ଗାଁଡି ମଟର ରୁଣ୍ଡ ହୋଇ ରହିଛି।

LEAVE A REPLY

Please enter your comment!
Please enter your name here