କାର୍ତ୍ତିକେଶ୍ୱର ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

0
294

ହିଂଜିଲିକାଟୁ(ହିମାଂଶୁ ବେହେରା) ହିଞ୍ଜିଳିକାଟୁ ପୌରଞ୍ଚଳ କେଉଟସାହି ରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାର୍ତ୍ତିକେଶ୍ୱର ପୂଜା ନିମନ୍ତେ ଆଜି ଶୁଭଖୁଣ୍ଟି ସ୍ଥାପନ କରାଯାଇଛି ପୁରୋହିତ କିଶୋର ପାଠୀ ପୂଜାପାଠ କରିଲା ପରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା l ଆସନ୍ତା 22ତାରିଖ ରୁ ପ୍ରଭୁ କାର୍ତ୍ତିକେଶ୍ୱର ଙ୍କ ପୂଜା ଅନୁଷ୍ଠିତ ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି l ପୂଜା କମିଟି ର ଗୋପବନ୍ଧୁ ବେହେରା, ହିମାଂଶୁ ବେହେରା, କୁଶ ବେହେରା, ସୁଜିତ ପାତ୍ର, ଗଣେଶ ଦୋରା, ବିଚିତ୍ର ବେହେରା ଙ୍କ ସମେତ ବହୁ ଯୁବକ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here