ଦୁର୍ଦ୍ଦାନ୍ତ ଅପରାଧୀ ଶିବା ବିଷୋୟୀ ଏନ ଏସ ଏ ରେ ଅଟକ ।

0
678

ବ୍ରହ୍ମପୁର,୦୬/୦୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ଦୁର୍ଦ୍ଦାନ୍ତ ଅପରାଧୀ ଶିବା ବିଷୋୟୀ ବିରୋଧରେ ଜାତୀୟ ନିରାପତ୍ତା ଆଇନ ଲାଗୁ କରାଯାଇଛି। ଶିବା ନାମରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ସଙ୍ଗିନ ଅପରାଧିକ ମାମଲା ରହିଛି।

LEAVE A REPLY

Please enter your comment!
Please enter your name here