କଞ୍ଚଣା ଇଣ୍ଡିଆନ ବ୍ୟାଙ୍କରେ କୋଦଳା ପୋଲିସର ମକଡ୍ରିଲ।

0
678

ବେଗୁନିଆପଡ଼ା,୦୬/୦୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ଗ୍ରାମରେ ଥିବା ଇଣ୍ଡିଆନ ବ୍ୟାଙ୍କ ଶାଖାରେ କୋଦଳା ପୋଲିସ ତରଫରୁ ଚୋରି, ଲୁଟପାଟ, ଓ ଅନ୍ୟ୲ନ୍ୟ ଦୁର୍ବିପାକରୁ ଶାଖାକୁ କିପରି ରକ୍ଷା କର୲ଯାଇ ପାରିବ ଏଥିପାଇଁ ମକଡ୍ରିଲ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ୲ ଉକ୍ତ କାର୍ଯକ୍ରମରେ କୋଦଳା ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ, ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା , ଏ ଏସ ଆଇ ଲୋକନାଥ ବେହେରାଙ୍କ ସମେତ ଥାନା ଓ ଫାଣ୍ଡି କର୍ମଚାରୀଙ୍କ ସମେତ ବ୍ୟାଙ୍କ ମ୍ୟାନେଜର ଜନ୍ମଞ୍ଜୟ ଦାଶ, ସମସ୍ତ ବ୍ୟାଙ୍କ କର୍ମଚାରୀ ଓ ବ୍ୟାଙ୍କ ଗ୍ରାହକ ଉପସ୍ଥିତ ଥିଲେ ୲

LEAVE A REPLY

Please enter your comment!
Please enter your name here