ମୁନିଗୁଡା ପୋଲିସର ସଫଳ ଚଢ଼ାଉ, ୨ଟି ନକଲି ଗୁଟୁଖା କାରଖାନା ସିଲ ।

0
685

ମୁନିଗୁଡା,୦୬/୦୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଆଙ୍କୁରଵାଲି ଓ ଟୁରିଗୁଡାରେ ଦୀର୍ଘଦିନ ଧରି ଚାଲିଥିବା ଦୁଇଟି ନକଲି ଗୁଟଖା କାରଖାନା ଉପରେ ଚଢ଼ାଉ କରି ସିଲ କରିଛି। ଇନ୍ସପେକ୍ଟର ଶ୍ରୀରାଜେନ୍ଦ୍ର ପ୍ରସାଦ ଦେହୁରୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ରାତିରେ ଟୁରିଗୁଡାରେ ଏବଂ ଏସ୍ଡିପିଓ ଶ୍ରୀ ଚନ୍ଦ୍ରଶେଖର ହୋତା ଅନୁରୂପ ଭାବେ ଆଙ୍କୁରଵାଲିରେ ଚଢ଼ାଉ କରି ପୃଥକ ପୃଥକ ସ୍ଥାନରୁ ଯଥାକ୍ରମେ ଗୋକୁଳ ଡିଲକ୍ସ ଓ ହରିଡାଖଣ୍ଡି ମସଲା ପ୍ରସ୍ତୁତ କାରଖାନାକୁ ଜବତ କରିଥିଲେ। ରାୟଗଡା ଏସପି ଡା ଶ୍ରବଣା ଵିଵେକଙ୍କ ନିର୍ଦ୍ଦେଶକ୍ରମେ ଉଭୟ ଚଢ଼ାଉ ହୋଇଥିଲା।

LEAVE A REPLY

Please enter your comment!
Please enter your name here