ଜୁଆ ଆଡ୍ଡାରେ ଚଢ଼ାଉ ; ପାଞ୍ଚ ଜୁଆଡି ଗିରଫ

0
440

ଭଞ୍ଜନଗର(ନିଲୁ ବିଷୋୟୀ) ଭଞ୍ଜନଗର ଥାନା ଅଧୀନ କୁଶପଲ୍ଲୀ ଗ୍ରାମରେ ଜୁଆ ଖେଳ ଚାଲିଥିବା ନେଇ ଭଞ୍ଜନଗର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଅତର୍କିତ ଭାବେ ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ାଉ କରିଥିଲା । ଘଟଣା ସ୍ଥଳରୁ ପୋଲିସ ୫ଜଣ ଜୁଆଡ଼ି ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୧୩୦୧୦ଟଙ୍କା,୩ଟି ମୋବାଇଲ ଫୋନ ଓ ୨ଟି ତାସ ପ୍ୟାକେଟ ଜବତ କରାଯାଇଛି। ଏ ନେଇ କେସ ନମ୍ବର ୫୪୪/୨୦ ରେ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here