ନୂତନ ଜିଲ୍ଲା କଂଗ୍ରେସ ସଭାପତି ଭାବେ ରମେଶ ଜେନାଙ୍କୁ ଶୁଭେଚ୍ଛା

0
527

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଗଞ୍ଜାମ ଜିଲ୍ଲାରେ କଂଗ୍ରେସର ସ୍ଥିତି ସଜାଡ଼ିବା ପାଇଁ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ ନୂତନ ଭାବେ ଜିଲ୍ଲା ସଭାପତି ଦାଇତ୍ୱ ମିଳିଥିବା ବେଳେ ଏହାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି l ଏଥିରେ ବେଗୁନିଆପଡା ବ୍ଲକ କଂଗ୍ରେସ କର୍ମୀମାନେ ଉତ୍ସାହିତ ହୋଇ ଶ୍ରୀ ଜେନାଙ୍କୁ ଶୁଭେଚ୍ଛା ଜଣାଇବା ସହ ଶୁଭକାମନା ଜ୍ଞାପନ କରିଛନ୍ତି l ବ୍ଲକ କଂଗ୍ରେସର ପୁରୁଣା କର୍ମୀ ଵିଷ୍ଣୁ ନାୟକ ଓ କାଶୀନାଥ ବେହେରା ସମେତ ବହୁ କଂଗ୍ରେସ କର୍ମୀ ଶ୍ରୀ ଜେନାଙ୍କ ଏହି କୃତିତ୍ୱକୁ ସ୍ୱାଗତ କରିଛନ୍ତି l 

LEAVE A REPLY

Please enter your comment!
Please enter your name here