ରାଜ୍ୟ ସରକାରଙ୍କୁ ଚାଷୀଙ୍କ ଦୁଃଖ ଜଣାଇଲେ ବିଜେପି ରାଜ୍ୟ ସଦସ୍ୟ

0
337

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି l  ଏହା ଫଳରେ ପୁରୁଷୋତ୍ତମପୁର ତହସିଲ ଅଧିନ ଚଢିଆପଲ୍ଲୀ ଓ ଗୋଠିଆଳି ଓ ବଡ ବରଗାଁଓ ସମା ଓ କେନପୁର ଗ୍ରାମର ଶହଶହ ଏକର ଚାଷ ଜମି ଜଳମଗ୍ନ ହେବାସହ ସଂଲଗ୍ନ ଅଛୁଲି-କୋଦଳା RD ରାସ୍ତାରେ ପାଣି ଛୁଟୁଛି ।  covid19  ମହାମାରୀ ପ୍ରକୋପ ସମୟରେ ପ୍ରାକୁତିକ  ବିପଯ୍ର୍ୟୟର ସମୟେର ଚାଷି ମାନଙ୍କୁ ସାହାୟ୍ଯ କରିବା ପାଇଁ ରଜ୍ଯ ସରକାର ନିକଟେର ଭାରତୀୟ ଜନତା ପାଟି ର ରାଜ୍ଯ ସଦସ୍ୟ  ଅରୁଣ କୁମାର ପଣ୍ଡା ଓ ମଣ୍ଡଳ ସଭାପତି ଦାବୀ କରିଛନ୍ତି।

LEAVE A REPLY

Please enter your comment!
Please enter your name here