ମାଗଣା ଛିଦ୍ର ମୟ ଅସ୍ଥି ପରୀକ୍ଷା ଶିବିର

0
267

ବ୍ରହ୍ମପୁର( ) ଅରବିନ୍ଦ ନଗର ସ୍ଥିତ ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ପ୍ର. କେ. ଏମ. ପାଠୀ ଙ୍କ ବାସଭବନ ରେ ମଙ୍ଗଳବାର ମାଗଣା ଛିଦ୍ର ମୟ ଅସ୍ଥି ପରୀକ୍ଷା ଶିବିର ଆୟୋଜନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ଡ଼ ଭି. କୀର୍ତ୍ତି ଭାସନ୍ ଯୋଗ ଦେଇ ଶିବିର ର ଶୁଭା ରମ୍ଭ କରିବା ସହ ନିଜ ର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ପ୍ରଫେସର ପାଠୀ ଏଠାରେ ବହୁ ରୋଗୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ରୋଗ ର କାରଣ ନିରାକରଣ ସମ୍ପର୍କ ରେ ବୁଝାଇଥିଲେ । କେତେକ ଙ୍କୁ ସେ ଔଷଧ ପ୍ରଦାନ କରିଥିଲେ । ଏନ୍. କାମେଶ୍ୱର୍ ପାତ୍ର , ପୀତବାସ ରଥ, ରମେଶ ଚନ୍ଦ୍ର ପାଣିଗ୍ରାହି , ସୁଶାନ୍ତ କୁମାର ତ୍ରିପାଠୀ, ପ୍ରମୁଖ ଶିବିର ପରିଚାଳ ନା ରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here