ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ହେଲେ ସ୍ମିତାରାଣୀ

0
312

କୋଦଳା(ସୁର୍ଯ୍ୟ ନାରାୟଣ ଷଡଙ୍ଗୀ) ଉତ୍କଳୀୟ ଫାଉଣ୍ଡେସନ ତରଫରୁ ସାରା ଓଡ଼ିଶାରେ କୁନି କୁନି ପ୍ରତିଭା ମାନଙ୍କୁ ନେଇ ଉତ୍କଳୀୟ ଟେଲେଣ୍ଟ ହଣ୍ଟ ୨୦୨୦ ନୃତ୍ୟ ପ୍ରତିଯୋଗୀତା ହୋଇଥିଲା। ଏଥିରେ ପ୍ରଥମ ଦଶ ଜଣଙ୍କୁ ବିଜେତା ଭାବେ ଘୋଷଣା କରାଯାଇଛି।ଏଥିରେ ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ କାଲିମେଘି ଗ୍ରାମର ଶ୍ରୀ ଗୌରହରି ପୋଲାଇଙ୍କ ଝିଅ ଶ୍ରୀମତୀ ସ୍ମିତାରାଣୀ ପୋଲାଇ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ସେ କବିସୂର୍ଯ୍ୟନଗର ସ୍ଥିତ ଶ୍ରୀ ହରିହର ଶାସ୍ତ୍ରୀୟ ସଙ୍ଗୀତ ବିଦ୍ୟାଳୟରେ ନୃତ୍ୟ ଶିକ୍ଷା ଲାଭ କରୁଛନ୍ତି। ସଫଳତା ପାଇଁ ତାଙ୍କର ବାପା ,ମାଆ ଓ ଶ୍ରୀ ଗରୁ ଅଭୟ କୁମାର ପରିଡାଙ୍କୁ ଶ୍ରେୟ ଦେଇଛନ୍ତି। ତତସହ ଉତ୍କଳୀୟ ଫାଉଣ୍ଡେସନ କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here