ଖଲ୍ଲିକୋଟ ଏନ.ଏ.ସି. କାର୍ଯାଳୟ ଠାରେ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ

0
295

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ସାରା ଭାରତ ବର୍ଷରେ କେନ୍ଦ୍ର ସରକାରଙ୍କ  ଦ୍ବାରା ଅଗଷ୍ଟ ମାସ ୧୫ ତାରିଖ ଠାରୁ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଯାହାର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ଏହି ମହାମାରୀ କରୋନା ସମୟରେ ଭାରତର ଜନସାଧାରଣଙ୍କୁ ସୁସ୍ଥ ଓ ନିରୋଗ ରଖିବା। ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ହେଉଛି ତାହାର ଅନ୍ତିମ ଦିବସ।ଏହି ଅବସରରେ NACର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମିଶ୍ରଙ୍କ ତତ୍ବାବଧାନରେ କାର୍ଯାଳୟର କର୍ମଚାରୀ,ସଫେଇ କର୍ମଚାରୀ ଏବଂ NACର ଜନସାଧାରଣଙ୍କୁ ସଚେତନ କରିବା ସହ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ ଏବଂ ସମସ୍ତେ କୋଭିଡ ନିୟମ ମାନିବା ଓ ଅନ୍ୟ ମାନଙ୍କୁ ମାନିଵାକୁ ପରାମର୍ଶ ଦେବା ପାଇଁ ଶ୍ରୀ ମିଶ୍ର ଅନୁରୋଧ କରିଥିଲେ।

LEAVE A REPLY

Please enter your comment!
Please enter your name here