୧୩୦ କେଜି ଗଞ୍ଜେଇ ଜବତ ଅଭିଯୁକ୍ତ ଫେରାର।

0
294

ଗଜପତି(ଅଂଶୁ ପାଣ୍ଡେ)ଗଜପତି ଜିଲ୍ଲା ଏସପି ତାପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଗତ କାଲି ଦିନ ଦୁଇଟା ବେଳେ ରା,ଉଦୟଗିରିଥାନା ଅଧିକାରୀ ମମତା ନାୟକ ଏକ ବିଶେଷ ସୂତ୍ରରୁ ଖବର ପାଇ ଅନୁଗୁଳ ସ୍ଥିତ ଜାମୁସାହିଗାଁ କୁ ପହଞ୍ଚି ଏଲିଅ ମାଝୀ, ସାମସନମାଝୀ ଘରେ ଗଞ୍ଜେଇ ଥିବା ଖବର ପାଇ ଚଡ଼ାଉ କରିଥିଲେ ଘରେ ୫ଟି ଅଖାରେ ପେକିଙ୍ଗି ହୋଇ ରଖା ଯାଇଥିଲା ଗଞ୍ଜେଇ ଏହା ବାହାରକୁ ଚାଲାଣ ପାଇଁ ପ୍ରସ୍ତୁତି କରିଯାଇଥିଲା ଏହା ଆଗରୁ ପୋଲିସ ପହଞ୍ଚି ମାଜିଷ୍ଟେଡ଼ ଆଶିଷ କୁମାର ପ୍ରଧାନଙ୍କ ଉପସ୍ଥିତି ରେ ଉକ୍ତ ଗଞ୍ଜେଇ କୁ ଓଜନ କରିବାରୁ ତାହା ୧୩୦ କିଲୋ ହୋଇଥିଲା। ଏଥିରେ ସମ୍ପୃକ୍ତ ଥିବା ବେପାରୀ ଫେରାର ଥିବା ଥାନା ଅଧିକାରୀ ମମତା ନାୟକ କହିଛନ୍ତି

LEAVE A REPLY

Please enter your comment!
Please enter your name here