ଦେଶୀ ବନ୍ଧୁକ ଜବତ ଜଣେ ଗିରଫ

0
776

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଙ୍କଲକୁମ୍ପା ଗ୍ରାମରୁ ପୋଲିସ ଏକ ଦେଶୀ ବନ୍ଧୁକ ଜବତ କରିଛି । ବିନା ଲାଇସେନ୍ସରେ ବନ୍ଧୁକ ରଖିବା ଅପରାଧରେ ଜଳନ୍ଦର ଯାନିକୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଏ ନେଇ ଜଗନ୍ନାଥ ପ୍ରସାଦ ଥାନାରେ ପୋଲିସ ୩୨/୨୦ ରେ ଏକ ମାମଲା ରୁଜ୍ଜୁ କରିଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here