ରାଜୀବ ଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଭଞ୍ଜନଗର ଯୁବ କଂଗ୍ରେସ ପକ୍ଷରୁ ବୃକ୍ଷ ରୋପଣ

0
376

ଭଞ୍ଜନଗର(ନିଲୁ ବିଶୋଇ) ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ଭାରତ ରତ୍ନ ୰ ରାଜୀବ ଗାନ୍ଧୀ ଙ୍କ ୭୬ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଭଞ୍ଜନଗର ଯୁବ କଂଗ୍ରେସ ନେତା ପ୍ରଶାନ୍ତ କୁମାର ବିଷୋୟୀ ଙ୍କ ନିର୍ଦେଶ କ୍ରମେ ଭଞ୍ଜନଗର ଯୁବ କଂଗ୍ରେସ କମିଟି ପକ୍ଷରୁ ଭଞ୍ଜନଗର ନିକଟସ୍ଥ ତୁଳସୀପଲ୍ଲୀ ଓ ଆଖପାଖ ଅଞ୍ଚଳରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଛି। ଏହି ବୃକ୍ଷ ରୋପଣ କାଯ୍ୟକର୍ମ ରେ ସନ୍ତୋଷ କୁମାର ପ୍ରଧାନ, ସୌଂମ୍ୟ ରଞ୍ଜନ ବେହେରା, ଚନ୍ଦନ କୁମାର ତ୍ରିପାଠୀ, ଦୁର୍ଗା ପ୍ରଶାଦ ତ୍ରିପାଠୀ , ଲୋକନାଥ ସେଠି , ଶଙ୍କର ଗୌଡ଼, ବିରଞ୍ଚି ନାରାୟଣ ମହାରଣା , ଚିନ୍ମୟ ମିଶ୍ର, ଆଶୁତୋଷ ପାଣିଗ୍ରାହୀ, ବିନାୟକ ,ଜବାଲା ସାହୁ ଓ ରବୀନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।

LEAVE A REPLY

Please enter your comment!
Please enter your name here