ଜୁଆ ଆଡାରେ ପୋଲିସର ଚଢ଼ାଉ ; ୧୩ ଜୁଆଡି ଗିରଫ

0
520

ଭଞ୍ଜନଗର/ଗାଙ୍ଗପୁର(ନିଲୁ ବିଷୋୟୀ) ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଇଧନପୁର ଓ ନୂଆ ବୋରି ଗ୍ରାମ ଠାରେ ଚାଲି ଥିବା ଦୁଇ ଟି ଜୁଆ ଆଡା ରେ ଗାଙ୍ଗପୁର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରିବା ସହ ପୋଲିସ ୧୩ ଜଣ ଜୁଆଡି ଙ୍କୁ ଗିରଫ କରିଛି।ଏଥି ସହ ପୋଲିସ ସେମାନଙ୍କ ଠାରୁ ନଗଦ ୩୨୯୭୦ ଟଙ୍କା ଏବଂ ୫ ଟି ମୋବାଇଲ ଜବତ କରିଛି।

LEAVE A REPLY

Please enter your comment!
Please enter your name here