ରସଗୋଲାର ଯୁଦ୍ଧରେ ଜିତିଲା ଓଡିଶା , ମିଳିଲା ଜି.ଆଇ ଟ୍ୟାଗ

0
553

ଭୁବନେଶ୍ୱର (ନ୍ୟୁଜ ଏକ୍ସଟ୍ରା):- ୨୦୧୭ ମସିହାରେ ପଶ୍ଚିମ ବେଙ୍ଗଲକୁ ଜି.ଆଇ ରେଜିଷ୍ଟ୍ରି ରସଗୋଲାର ଜି.ଆଇ ଟ୍ୟାଗ ଦେଇଥିଲା । ୨୦୧୮ ମସିହାରେ ଓଡିଶା ତାକୁ ବିରୋଧ କରିଥିଲା । ଜି.ଆଇ ରେଜିଷ୍ଟ୍ରି ଓଡିଶାକୁ ୨ ମାସ ସମୟ ଦେଇଥିଲା , ଏହି ସମୟରେ ରସଗୋଲାର ଆବିଷ୍କାର ଓ ତିଆରି କରିବାର ବିଦ୍ଧି ଇତ୍ୟାଦି ସାକ୍ଷୀ ପ୍ରଦାନ କରିବାର ଥିଲା । ବର୍ତମାନ ଭାରତ ସରକାରର ଜି.ଆଇ ରେଜିଷ୍ଟ୍ରି ରସଗୋଲା ଓଡ଼ିଶାର ବୋଲି ମାନ୍ୟତା ଦେଇଛି ।ବର୍ତମାନଠାରୁ ଓଡ଼ିଶାର ରସଗୋଲା ବୋଲି ଲୋକେ ଜାଣିବେ କାରଣ ବହୁ ବର୍ଷ ପୂର୍ବରୁ ଭଗବାନ ଶ୍ରୀ ଜଗନ୍ନାଥଙ୍କ ଠାରେ ଭୋଗ ଲାଗୁଥିବା ବହୁ ମିଠା ମଧ୍ୟରୁ ରସଗୋଲା ମଧ୍ୟ ଥିଲା ବୋଲି ଜଣ। ପଡିଛି ।

LEAVE A REPLY

Please enter your comment!
Please enter your name here