ଓଡିଶା ସଚିବାଳୟର ନାମ ପରିବର୍ତନ ହୋଇ ଲୋକସେବା ଭବନ ନାମରେ ପରିଣତ ହେଲା

0
558

ଭୁବନେଶ୍ୱର (ନ୍ୟୁଜ ଏକ୍ସଟ୍ରା) :- ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଆଜି ରାଜ୍ୟ ବିଧାନସଭାରେ ଘୋଷଣା କରିଛନ୍ତି ଯେ ଭୁବନେଶ୍ୱରର ସଚିବାଳୟ ବା ସଚିବାଳୟ ଭବନ ବର୍ତମାନ ଲୋକ ସେବା ଭବନ ନାମରେ ନାମିତ ହେଲା ଏହି ସଚିବାଳୟ ୧୯୫୯ମସିହା ନଭେମ୍ବର ୧୨ ତାରିଖରେ ଉଦ୍ଘାଟନ ହୋଇଥିଲା

LEAVE A REPLY

Please enter your comment!
Please enter your name here