୪୦ ଲିଟର ଦେଶୀ ଚୋରା ମଦ ସହ ମୋଟର ସାଇକେଲ ଜବତ ; ଅଭିଯୁକ୍ତ ଗିରଫ

0
664

ବେଗୁନିଆପଡା ୩୦/୭(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): କୋଦଳା ଥାନା ଅନ୍ତର୍ଗତ ବେଗୁନିଆପଡା ଫାଣ୍ଡି ଓ.ଆଇ.ସି ଶ୍ରୀ ଦୀପ୍ତିରଞ୍ଜନ ବେହେରା ଗତକାଲି ରାତ୍ରି ପେଟ୍ରୋଲିଙ୍ଗ ଡିଉଟିରେ ଥିବା ସମୟରେ ପ୍ରାୟ ଘ୯:୩୦ମିରେ ମୋଟରସାଇକେଲରେ ଯାଉଥିବା ଏକ ବ୍ୟକ୍ତି ଠାରୁ ୪୦ ଲିଟର ଚୋରା ଦେଶୀ ମଦ ଓ ମୋଟର ସାଇକେଲ ଜବତ କରିଛନ୍ତି | ବ୍ୟକ୍ତି ଜଣକ କେ.ବରିଡା ଗ୍ରାମର କୁଶା ଓରଫ ପଞ୍ଚାନନ ପ୍ରଧାନ (ବାପା ଦଣ୍ଡପାଣି ପ୍ରଧାନ) ବୋଲି ଜଣାପଡିଛି | ଏହାକୁ ଭିତି କରି କେଶ ନମ୍ବର ୧୯୫/୧୯ ମାମଲା ରୁଜୁ ହୋଇଛି |

LEAVE A REPLY

Please enter your comment!
Please enter your name here