ଏନ.ଏମ୍.ଏମ୍.ଏସ. ପରୀକ୍ଷାରେ ବୁଗୁଡା ବ୍ଲକ ଓ ସହରରୁ ୮ ଜଣ ଯୋଗ୍ୟତା ବିବେଚିତ

0
342

ବୁଗୁଡା(ଅନିଲ କୁମାର ମହାରଣା): ଗତ ୩-୧୧-୨୦୧୯ ତାରିଖରେ ୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ଆୟୋଜିତ ନେସନାଲ ମିନସ ଏଣ୍ଡ ମେରିଟ ସ୍କଲରସିପି ପରୀକ୍ଷାରେ ବୁଗୁଡା ବ୍ଲକ ଓ ସହରରୁ ୭ ଜଣ ଛାତ୍ରଛାତ୍ରୀ ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।ସେମାନେ ହେଲେ(୧) ବୁଗୁଡା ପିପୁଲସ ହାଇ ସ୍କୁଲର ଆୟୁଷ ପ୍ରସାଦ ହୋତା,(୨)ଆଶ୍ରମ କରଡ଼ାବାଡ଼ି ୟୁପି ସ୍କୁଲର ବର୍ଷାରାଣୀ ସାହୁ, (୩)ବୁଗୁଡା ପିପୁଲସ ହାଇ ସ୍କୁଲର ପ୍ରିୟ ଦର୍ଶନ ପରିଡା, (୪)ବାଲିପଦର ହାଇ ସ୍କୁଲର ଜଗନ୍ନାଥ ମାହୁନ୍ତ, (୫)କରସିଙ୍ଗି ୟୁଜି ହାଇ ସ୍କୁଲର ଶୁଭ ଦର୍ଶିନୀ ପ୍ରଧାନ, (୬)ବୁଗୁଡା ପିପୁଲସ ହାଇ ସ୍କୁଲର ଶୁଭମ କୁମାର ଗୌଡ଼, (୭)ଘୋଳପୁର ପିୟୁପି ସ୍କୁଲର ଶୁଭମ ସେଠୀ ଏବଂ (୮)ଲିଜା ସେଠୀ, ୟୁପି ସ୍କୁଲ, କରଚୁଲି । ୩୦ ଜିଲ୍ଲାର ୧୭୬ ପୃଷ୍ଠାରୁ ନାମ ବାହାର କଲାବେଳେ କାହାର ନାମ ମଧ୍ୟ ବାହାରି ନଥାଇ ପାରେ। ପରୀକ୍ଷାର୍ଥୀ ମାନେ ଭଲଭାବେ ଦେଖିବାକୁ ଅନୁରୋଧ।

LEAVE A REPLY

Please enter your comment!
Please enter your name here