ବାଇକ ଆରୋହୀଙ୍କ ଧକ୍କାରେ ବୃଦ୍ଧ ଗୁରୁତର 

0
360

ଭଞ୍ଜନଗର(ନିଲୁ ବିଶୋଇ):କୁଲାଡ଼ ଗ୍ରାମରେ ଆଜି ସକାଳ ୧୦ଟା ସମୟରେ ଜଣେ ବୃଦ୍ଧ ମାଗୁଣି ଦାସ (୭୦) ବାଇକ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି |ସେ କୁଲାଡ଼ ଛକରେ ଥିବା ଏକ ଦୋକାନକୁ ଟଙ୍କା ଦେବାକୁ ଯାଉଥିବା ସମୟରେ ବାଇକ ଆରୋହୀ ବେତାର ଗ୍ରାମର ବୁଲୁ ନାୟକ ତାଙ୍କ  ବାଇକ ରେ ଆସୁଥିବା ସମୟରେ ବୃଦ୍ଧ ଜଣକୁ ଧକ୍କା ଦେଇଥିଲେ | ଫଳରେ ସେ ଗୁରୁତର ହୋଇପଡିଛନ୍ତି ତାଙ୍କୁ ଭଞ୍ଜନଗର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା | ଖବର ଅନୁସାରେ ବାଇକ ଆରୋହୀ ଜଣକ ସେହି ବୃଦ୍ଧଙ୍କ ଚିକିତ୍ସା ଖର୍ଚ ବହନ କରିଥିବା ସୂଚନା ରହିଛି |

LEAVE A REPLY

Please enter your comment!
Please enter your name here