ସତ୍ୟସାଇ ସେବା ସଂଗଠନ ପକ୍ଷରୁ ପାଣି ଷ୍ଟାଣ୍ଡ ପ୍ରତିଷ୍ଠା।

0
402

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ଠାରେ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ଏକ ପାଣି ଷ୍ଟାଣ୍ଡ ପ୍ରତିଷ୍ଠା କରାଯାଇଛି l ସଂଗଠନର ମୁଖ୍ୟ ବସନ୍ତ କୁମାର ମଲ୍ଲିକଙ୍କ ତତ୍ୱାବଧାନରେ ସାମାଜିକ ଦୂରତ୍ୱ ବଜାଇ ରଖି ଏହି କାର୍ଯ୍ୟକ୍ରମ କରାଯାଇଛି l ସଙ୍ଗଠନର ଏହି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ଭୁରିଭୁରି ପ୍ରଶଂସା କରାଯାଇଛି l ଗ୍ରୀଷ୍ମର ପ୍ରଭାବ ବଢୁଥିବା ବେଳେ ପାନୀୟ ଜଳର ଅଭାବ ଆଶଙ୍କା କରି ଏହା କରାଯାଇଥିବା ସଂଗଠନର ମୁଖ୍ୟ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି l 

LEAVE A REPLY

Please enter your comment!
Please enter your name here