ଜୁଆ ଆଡା ଉପରେ ପୋଲିସର ଚଢ଼ାଉ ; ୪ଜଣ ଗିରଫ

0
539

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଭଞ୍ଜନଗର ଥାନା ଅନ୍ତର୍ଗତ ଡିହପଢାଳ ଗ୍ରାମର ଏକ ମଣ୍ଡପରେ ଗତକାଲି ଅପରାହ୍ନ ୪ ଟା ସମୟରେ ଚାଲିଥିବା ଏକ ଜୁଆ ଆଡା ଉପରେ କୌଣସି ସୂତ୍ରରୁ ଖବର ପାଇ ଭଞ୍ଜନଗର ପୋଲିସ ଚଢ଼ାଉ କରି ୪ଜଣ ଜୁଆଡି ଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ନଗଦ ୩୧୮୦ ଟଙ୍କା ଜବତ ହୋଇଛି। ଏ ନେଇ ଭଞ୍ଜନଗର ଥାନାରେ ୧୯୫/୨୦ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ।

LEAVE A REPLY

Please enter your comment!
Please enter your name here