ଶେଷରେ ବିଜେଡି ଜିତିଲ। ପଟକୁର। ଗଡ

0
597

କେନ୍ଦ୍ର।ପଡ। (ନ୍ୟୁଜ୍ ଏକ୍ସଟ୍ର। ବ୍ୟୁରୋ): ପାଟକୁରା ନିର୍ବାଚନର ଫଳାଫଳ ବାହାରିସାରିଛି । ହାରିକି ବି ଜିତିଯାଇଛନ୍ତି ବିଜୟ କ।ରଣ,ବିଜୟ ଙ୍କ ପାଇଁ ପୁରା ବିଧାନସଭା ଖାଲି କରି ପ୍ରଚାର କରିଥିଲ। ବିଜେଡି । କାହିଁକିନା ବିଜୟ ହେଉଛନ୍ତି ସେଇ ବ୍ୟକ୍ତି ଯାହାଙ୍କୁ ବିଧାନସଭାରେ ପୁରାଇ ନଦେବାକୁ ମୁଖ୍ୟମନ୍ତ୍ରୀ ନିଜେ ପ୍ରସ୍ତୁତ କରୁଥିଲେ ରଣକୌଶଳ I ବିଗତ 19ବର୍ଷ ଧରି ଷଡଯନ୍ତ୍ର ର ଶିକାର ହେଇଥିବା ବିଜୟ ଏଥରକ ପୁଣି ନିର୍ବାଚନ ଲଢ଼ି ବିଜୟ ପାଇଁ ଆଶାବାଦୀ ହେଇଥିବା ବେଳେ ବିଜେଡି ସୁପ୍ରିମ ଙ୍କ ରଣକୌଶଳ ରେ ପରାସ୍ତ ହେଇଛନ୍ତି I ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ୯୫୧୬୨ ଖଣ୍ଡ ଭୋଟ ମିଳିଥିବ।ବେଳେ , ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୭୭୫୦୭ ଖଣ୍ଡ ଭୋଟ ମିଳିଛି ଓ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ମିଳିଛି ୨୦୯୦ ଖଣ୍ଡ ଭୋଟ । ପାଟକୁରା ନିର୍ବାଚନ ମଣ୍ଡଳିରେ ବାଜିମାରିଲା ବିଜେଡି । କଡ଼ା ସୁରକ୍ଷ୍ୟା ମଧ୍ୟରେ ଭୋଟ୍‌ ଗଣତି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here