ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନୀ ଦେବୀଙ୍କ ୮୨ତମ ଜନ୍ମ ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ଵୈଠକ

0
616

ଖଲ୍ଲିକୋଟ ୨୨/୭(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନୀ ଦେବୀଙ୍କ ୮୨ତମ ଜନ୍ମ ଦିବସ ପାଳନ ଉପଲକ୍ଷେ ନିର୍ମଳଝର ସ୍ଥିତ ରାଣୀଙ୍କ ବାସଭବନରେ ରକ୍ତ ଦାନ ଶିବିର ଅନୁଷ୍ଠାନର ପ୍ରସ୍ତୁତି ଵୈଠକ ଵିଧାୟିକା ଶ୍ରୀଯୁକ୍ତା ସୂର୍ଯ୍ୟମଣୀ ବୈଦ୍ୟ ଅଧ୍ୟକ୍ଷତା କରିଥିଲେ।ଏଥିରେ ଯୁବନେତା ଦୈତାରୀ ବେହେରା,ପୂର୍ବତନ ଏନ. ଏ.ସି ଚେୟାରମ୍ୟାନ ଶ୍ରୀଯୁକ୍ତ ରାମମୋହନ ପଣ୍ଡାଙ୍କ ସହ ଶତାଧିକ କର୍ମୀ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here