କ୍ରିଷ୍ଟ ଗୋପାଲ ବସୁଙ୍କ ଜନ୍ମ ଶତବାର୍ଷିକ ପାଳନ

0
360

ଭଞ୍ଜନଗର(ନିଲୁ ବିଶୋଇ)ଭଞ୍ଜନଗର ସଂଚାର ନିଗମ କାଯ୍ୟାଳୟ ଠାରେ କେ.ଜି ବସୁଙ୍କ ଜନ୍ମ ଶତବାର୍ଷିକ ପାଳିତ ହୋଇଯାଇଛି। ପ୍ରେମାନନ୍ଦ ରାଉତରଏ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାଯ୍ୟକର୍ମରେ ମୁଖ୍ୟ ଅତିଥି ଭାବେ ଗ୍ରାମୀଣ ଡାକ କର୍ମଚାରୀ ସଂଘର ପୂର୍ବତନ ରାଜ୍ୟ ସଭାପତି ହରେକୃଷ୍ଣ ସାହୁ ଯୋଗ ଦେଇଥିଲେ। ଏହି ଅବସରରେ କେ.ଜି ବସୁଙ୍କ ତୈଳ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରାଯିବା ସହ ଅମର ଶହୀଦ ମାନଙ୍କ ଉଦେଶ୍ୟ ରେ ଏକ ମିନିଟ ନିରବ ପ୍ରାଥନା କରିଥିଲେ।

LEAVE A REPLY

Please enter your comment!
Please enter your name here