କୋଭିଡ଼-୧୯ର ପରୀକ୍ଷା ପାଇଁ ଏମକେସିଜିକୁ ମିଳିଲା ଅନୁମତି

0
361

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ଦିଲ୍ଲୀ ଆଇସିଏମଆର ଦ୍ୱାରା ବ୍ରହ୍ମପୁର ସହରର ଏମକେସିଜିକୁ କୋଭିଡ଼-୧୯ର ପରୀକ୍ଷା ପାଇଁ ଅନୁମତି ମିଳିଛି । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଅନୁମତି ଫଳରେ ଦକ୍ଷିଣ ଓଡ଼ିଶାରେ କରୋନା ପରୀକ୍ଷାରେ ସୁବିଧା ହେବ ।

LEAVE A REPLY

Please enter your comment!
Please enter your name here