ମଧୁସୂଦନ ଆଇନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଜୀବିକା ହରାଇଥିବା ବ୍ୟକ୍ତିଙ୍କୁ ଖାଦ୍ୟ ବଣ୍ଟନ

0
340

କଟକ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କରୋନା ପାଇଁ ଜୀବିକା ହରାଇଥିବା ବ୍ୟକ୍ତିଙ୍କ ପାଇଁ ମଧୁସୂଦନ ଆଇନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଆଜି ସ୍ଥାନୀୟ କଟକ CDA ଅଞ୍ଚଳର ବାଲି ଘାଟ ବସ୍ତିରେ ଛଅଶହ ପରିବାର ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି l ଏହି ବଣ୍ଟନ କାର୍ଯ୍ୟରେ ବାସୁଦେବ ସେଠୀ, ବ୍ରଜଭୂଷଣ ସାହୁ, ସୁମନ୍ତ ମଲିକ, ବିକାଶ ଦଳେଇ, ଶିବୁ ଦାସ ଉପସ୍ଥିତ ଥିଲେ l ଏହି ସାହାଯ୍ୟ ପାଇଁ ହାତ ବଢାଇଥିବା ସମସ୍ତ ଛାତ୍ର ଛାତ୍ରୀ ଏବଂ ବ୍ୟକ୍ତି ବିଶେଷଙ୍କୁ ଅନେକ ଅନେକ ଧନ୍ୟବାଦ l

LEAVE A REPLY

Please enter your comment!
Please enter your name here